• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ। ଟିକ୍‌ଟକ୍‌ରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି।

ଜଣେ ଯୁବତୀ ନିଜ ଟିକ୍‌ଟକ୍ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିବା ଜଣାପଡ଼ିଛି। ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖ ଓ ଭୋଗ ପାଇଁ ଅବଢ଼ା ବୁହାଯିବାର ଦୃଶ୍ୟ ଭାଇରାଲ ହୋଇଛି।

ତେବେ ଭାଇରାଲ ନେଇ ଏଯାଏ କୌଣସି ଏତଲା ହୋଇ ନ ଥିବା ସୂଚନା ମିଳିଛି।

ସୂଚନାଥାଉ କି, ଏହାପୂର୍ବରୁ ଗତ କିଛିଦିନ ତଳେ ଆନନ୍ଦବଜାରରେ କିଛି ବ୍ୟକ୍ତି ପ୍ରସାଦ ସେବନ କରୁଥିବାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ପୁଣିଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବାପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

https://youtu.be/g4aPC6oXUIs

Tiktokinsrimandir-video-showing-inner-premises-bhoga-mandap-of-puri-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories