• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର  ଆଜି ସକାଳ ୧୦ଟା ୧୫ରେ ମୃତ୍ୟୁ ଘଟିଛି।  ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ଏ ନେଇ ସୂଚନା ଦେଇଛନ୍ତି।   ଗତ ଏକମାସ ଧରି ଶୁଭ୍ରାଂଶୁ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲା ।

ଶନିବାର ହଠାତ୍‌ ପଡ଼ିଯିବା ପରେ ଶୁଭ୍ରାଂଶୁ ଆଉ ଖାଦ୍ୟ ଗ୍ରହଣ କରୁନଥିଲା। OUAT ବିଶେଷଜ୍ଞଙ୍କ ଦ୍ୱାରା ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା।  ଶେଷରେ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି।   ଶୁଭ୍ରାଂଶୁର ମୃତ୍ୟୁ  ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬ରୁ ୨୫କୁ ଖସି ଆସିଛି।

ବର୍ତ୍ତମାନ ନନ୍ଦନକାନନରେ ୧୨ଟି ଅଣ୍ଡିରା ଓ ୧୩ଟି ମାଇ  ବାଘ ଅଛନ୍ତି ।  ୨୦୧୪ ଜୁଲାଇ ୨୮ରେ ଶୁଭ୍ରାଂଶୁ ମନୀଷ ଓ ସ୍ନେହା ଔରଷରୁ ଜନ୍ମ ହୋଇଥିଲା ।

 

Tiger-subhransu-death-in-nandankanan
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories