• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଟି ରାଜସ୍ୱ ନିରୀକ୍ଷଣ ମଣ୍ଡଳ ବା ଆରଆଇ ସର୍କଲ ଗଠନ କରିଛନ୍ତି ସରକାର। ବରଗଡ଼ ଜିଲ୍ଲାରେ ଏହି ୩ଟି ଯାକ ଆରଆଇ ସର୍କଲ ସୃଷ୍ଟି କରାଯାଇଛ। ନୂଆ ସର୍କଲଗୁଡ଼ିକ ହେଲା ତାଲପାଲି, ଗୁଡେରପାଲି ଓ ଡଙ୍ଗବାହାଲ। ଏହାଛଡ଼ା ଗାଈସିଲଟ ଆରଆଇ ସର୍କଲର ପୁନର୍ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ୟାକେଜ୍ ଘୋଷଣା ଅନୁଯାୟୀ ଏହି ୩ଟି ଆରଆଇ ସର୍କଲ ପ୍ରତିଷ୍ଠା କରାଯାଇଛି।

ଗତବର୍ଷ ବିଜେପୁର ଉପ ନିର୍ବାଚନ ଓ ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ଜିତିବାକୁ ନେଇ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ବିଜେପୁର । ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଆଧାରରେ ଏପରି ଘୋଷଣା କରାଯାଇଛି। ଲୋକଙ୍କୁ ସହଜ ଓ ସୁବିଧାରେ ରାଜସ୍ୱ ସେବା ଯୋଗାଇ ଦେବାକୁ ଏଭଳ ନିଷ୍ପତ୍ତି ନିଆଯାଇଛି।

Three-new-ri-circle-formed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories