ବରଗଡ଼ ପଦ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବାଇକ୍‌କୁ ଧକ୍କା ଦେଲା ଡମ୍ଫର,୩ ବାଇକ ଆରୋହୀଙ୍କ ମୃତ୍ୟୁ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଇବାହାଲି ଛକରେ ବାଇକ୍‌କୁ ଏକ ଡମ୍ଫର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସିଂହନପୁର ଗାଁର ମୀନକେତନ ଖରସେଲ, ରଜେନ୍ଦ୍ର ବରିହା ଓ ମାଧବ କମଲିଆ। ଏମାନେ କଦଳୀଝରନ ଗାଁରୁ ଏକ ବାହାଘର ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

You might also like