• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ୟାମ୍ପସ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମାଆ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। କର୍ତ୍ତୃପକ୍ଷ ଓ ଛାତ୍ର ମାନେ ଭାଲୁକୁ ଘଉଡ଼ାଇ ଥିଲେ। ଫଳରେ ଭାଲୁ ସ୍କୁଲ ପାଚେରୀ ଡେଇଁ ଚାଲିଯାଇଛନ୍ତି। ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଛି। କ୍ୟାମ୍ପସରେ ଭାଲୁକୁ ଦେଖିବା ପରେ ଶିକ୍ଷକ ଓ ଛାତ୍ରମାନେ ଭୟଭୀତ ହୋଇପଡ଼ିଛନ୍ତି।

ତେବେ ଜନବସତି ଆଡ଼କୁ ଭାଲୁ ଚାଲିଆସିବା ମାଲକାନଗିରି ପାଇଁ କିଛି ନୂଆ କଥା ନୁହେଁ। ଜିଲ୍ଲାରେ ଅନେକ ସମୟରେ ଭାଲୁ ମଣିଷ ଲଢେଇର ଖବର ଶୁଣିବାକୁ ମିଳେ। କିନ୍ତୁ ସ୍କୁଲ୍‌ ଭିତରକୁ ଭାଲୁ ପଶି ଆସିବା ଏକ ଚିନ୍ତାର ବିଷୟରେ। ଯଦି କୌଣସି ପିଲା ଭାଲୁ ହାବୁଡ଼ରେ ପଡ଼ିଥାନ୍ତେ ତେବେ ପରିସ୍ଥିତି କଣ ହେଇଥାନ୍ତା ତାହା ଚିନ୍ତାର ବିଷୟ।

Three-bears-caught-in-cctv-in-school-campus-at-malkangiri-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories