• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଟକ : ଜନବସତି ଆଡ଼କୁ ମାଡ଼ି ଆସୁଛି ହାତୀ ପଲ। ୩୦ ଟିକିଆ ହାତୀ ପଲ ଚୌଦ୍ୱାର ଅଞ୍ଚଳରେ ଘୁରି ବୁଲୁଛନ୍ତି।ବର୍ତମାନ ସମୟରେ ଯାହାକୁ ନେଇ ଏବେ ଆତଙ୍କିତ ଗାଁ ଲୋକେ। ସ୍ଥାନୀୟ ଶାଳଙ୍ଗା ପଞ୍ଚାୟତରେ ଧାନ ବିଲ୍ ଓ ଗାଁ ନିକଟରେ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଗ୍ରହାଟ, ନଖରା ଗାଁ ଆଖପାଖ ଅଞ୍ଚଳରେ ହାତୀ ବୁଲୁଥିବା ନେଇ ସୂଚନା ମିଳିଛି।

ତେବେ ହାତୀପଲ ଗାଁରେ ଥିବାରୁ ଅନେକ ଫସଲ ବି ନଷ୍ଟ କରୁଛନ୍ତି। ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ । ହାତୀ ଗାଁରେ ଥିବା ନେଇ ସୂଚନା ମିଳିବା ପରେ ବିନବିଭାଗ ଓ ଗାଁ ଲୋକେ ପହଞ୍ଚି ହାତୀ ଘଉଡାଉଛନ୍ତି । 

Thirty-elephant-herds-roam-the-chaudhwar-area
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories