• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆପଡା: ମୋବାଇଲ୍ ହେଲା କାଳ। ମୋବାଇଲରେ ଗପିଗପି ରେଳ ଧାରଣା ଉପରକୁ ଚାଲିଯିବା ପରେ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସିଆଲଟି ଅଞ୍ଚଳରେ। ମୃତ ଯୁବକଙ୍କ ନାଁ କ୍ଷୀରମୋହନ ମାଝୀ।

ସେ କାନରେ ଇୟର ଫୋନ୍ ଲଗାଇ ମୋବାଇଲ୍ରେ ଗପି ଗପି ରେଳ ଧାରଣା ଉପରକୁ ଚାଲିଯାଇଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା।

ଆଜି ସକାଳୁ ରେଳ ଧାରଣାରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଜିଆରପି ଘଟଣାର ତଦନ୍ତ ଚଳାଇଛି।

The-youth-walked-up-to-the-rail-lines-with-an-earphone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories