କ୍ୱାରେଣ୍ଟିନ୍‌ ସେଣ୍ଟରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର: କ୍ୱାରେଣ୍ଟିନ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜୟରାମପୁର କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜୟରାମପୁର ଗାଁର ଆରତୀ ଭୋଳ। ତାଙ୍କର ବୟସ ୪୧ ବର୍ଷ ।

ଖବର ଅନୁଯାୟୀ, ମହିଳା ଜଣକ ହାଇଦ୍ରାବାଦରୁ ଜୁନ ୨୦ରେ ଓଡିଶା ଆସିଥିଲେ। ପରେ ସେ ଜୟରାମପୁର କ୍ୱାରେଣ୍ଟନ୍‌ ସେଣ୍ଟରରେ ରହିଥିଲେ। ତେବେ ଗତକାଲି ଦିନ ପ୍ରାୟ ୧୧ଟା୪୦ ମିନିଟ ସମୟରେ କ୍ୱାରେଣ୍ଟିନ୍‌ ସେଣ୍ଟର ବାଥରୁମ୍‌ ପଛପଟେ ଥିବା ଏକ ଗଛରେ ଫାଶୀ ଲଗାଇ ଦେଇଥିଲେ। ଘଟଣାର ଖବର ପାଇ ପୋଲିସ ଓ ଭୋଗରାଇ ବିଡିଓ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ବଦଳିବେ କି ପିସିସି ସଭାପତି? ରେସ୍‌ରେ ୧୩ ଜଣଙ୍କ ନାଁ !

‘ଆମ୍ୱୁଲାନ୍ସ ନେଲାନି, ଛଟପଟ ହୋଇ ଜୀବନ ହାରିଲେ ବାପା’

ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ବିଚାରାଧୀନ କଏଦୀଙ୍କୁ କରୋନା

ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ବିଗ୍‌ବିଙ୍କ ଆରୋଗ୍ୟ କାମନା କଲେ ହର୍ଷ ବର୍ଦ୍ଧନ, ବୈଜୟନ୍ତ ଓ ମମତା

ଫାଇନାଲ୍ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୧ ଜିଲ୍ଲାରୁ ଆଉ ୫୯୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ଓଡ଼ିଶାରେ ୧୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

You might also like