• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୟାଗଡ: ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼। SITର ୨ ଜଣ ଅଧିକାରୀ ଯଦୁପୁରରେ ପହଞ୍ଚି ସରୋଜ ସେଠୀଙ୍କ ମାଆଙ୍କୁ ପଚରାଉଚରା କରିଛି। ଘଟଣାରେ ପ୍ରମାଣ ଯୋଗାଡ଼ ପାଇଁ ପୋଖରୀକୁ ଶୁଖାଯିବ ବୋଲି ସୂଚନା ମିଳିଛି। ଯଦୁପୁର ଗାଁରେ ଥିବା ପୋଖରୀକୁ ଶୁଖାଯିବା ଲାଗି ଯୋଜନା ହେଉଥିବା ଜଣାପଡ଼ିଛି। ସେପଟେ ସୁରକ୍ଷା ଓ ଆଇନଶୃଙ୍ଖଳା ସ୍ଥିତି ଦୃଷ୍ଟିରେ ରଖି ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ ବିରୋଧରେ ପ୍ରମାଣ ଦେଖାଇବାକୁ ଏହି ଆଲୋଚନା ବେଳେ ଦାବି କରାଯାଇଥିଲା। ହେଲେ ଏସଆଇଟି ପ୍ରମାଣ ଦେଖାଇବା ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ନେଇ ସୂଚନା ରହିଛି । ଯଥେଷ୍ଟ ପ୍ରମାଣ ନ ମିଳିଲେ ଗିରଫକୁ ଅଭିଯୁକ୍ତ ମାନିବେ ନାହିଁ ବୋଲି ଗାଁ ଲୋକୋ କହିଛନ୍ତି।

The-village-pond-will-dry-up-to-prove-the-pari-murder
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories