କଣ୍ଟା ସାଜିଲା ଲକ୍‌ଡାଉନ୍‌, ମାଆର ଶେଷ ଦର୍ଶନ କରିପାରିଲେନି ପୁଅ ଝିଅ

ଲକଡାଉନ୍ କଟକଣା ଯୋଗୁଁ ମାଆର ଶେଷ ଦର୍ଶନ କରିପାରିଲାନି ପୁଅ। ଏପରିକି ମୁଖାଗ୍ନି ବି ଦେଇ ପାରିଲାଗି। ଶେଷରେ ମୁଖାଗ୍ନି ଦେଲା ନାତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମ୍‌ଭି-୯୦ ଗାଁରେ ୪ ଦିନ ତଳେ ଗାଁର ଅଞ୍ଜଳି ମଣ୍ଡଳ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।

ମାଆର ମୃତ୍ୟୁ ଖବର ପାଇ ବି ଆନ୍ଧ୍ରପ୍ରଦେଶ କୁନ୍ତୁରରେ ଥିବା ପୁଅ ଲକଡାଉନ୍ ଯୋଗୁ ଆସିପାରି ନଥିଲା। ଶେଷରେ ନାତି ଦେଇଥିଲା ମୁଖାଗ୍ନି। ମାଆର ମୃତ୍ୟୁର ୪ ଦିନ ପରେ ବହୁ କଷ୍ଟରେ ପୁଅ ଆସି ଗାଁରେ ପହଞ୍ଚିଛି। ଏବେ ସେ ସରକାରୀ କ୍ୱାରେଣ୍ଟିନରେ ଅଛନ୍ତି। ଲକଡାଉନ୍ କଟକଣା ଯୋଗୁଁ ଅଞ୍ଜଳିଙ୍କର ଦୁଇ ଝିଅ ମଧ୍ୟ ମାଆଙ୍କର ଶେଷ ଦର୍ଶନ ପାଇଁ ଆସିପାରିନଥିଲେ।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like