ବାରମ୍ବାର ଖିସି ପଳାଉଥିଲା, ୭ ଜଣଙ୍କ ଚାକିରି ବି ଗଲା; ଶେଷରେ ଧରାପଡ଼ିଲା

ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।

ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ ଭାପୁର କୋର୍ଟକୁ ନେବାବେଳେ ସେ ଖସି ଦୌଡ଼ି ପଳାଇଥିଲା। ତପନ ପୂର୍ବରୁ ଦୁଇ ଦୁଇ ଥର ଖଣ୍ଡପଡା ସବ-ଜେଲର ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା। ହେଲେ ଦୁଇ ଥର ଯାକ ସେ ଧରା ପଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ

ଏମିତି ଡାକ୍ତର: କିଏ ଲାଞ୍ଚ ମାଗୁଛନ୍ତି ତ ଆଉ କିଏ କ୍ୟାନ୍‌ସର ରୋଗୀ ବୋଲି ଚାକିରିରୁ ବାହାର କରିଦେଉଛନ୍ତି

ସଙ୍ଗଠନର ପୁନର୍ଗଠନ କରିବ କଂଗ୍ରେସ; ଏଥର ଯୋଜନା କିଛି ଏମିତି

ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନ; ଏମିତି ହେବ ଷ୍ଟେସନ୍‌ର ରୂପରେଖ

ଜେଲ୍‌ ଗଲେ ଓସିଏ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା

ମୋହାଲି ମ୍ୟାଚ୍‌ରେ ଏକାଧିକ ରେକର୍ଡ କଲେ କୋହଲି

ନନ୍ଦନକାନନରେ ପୁଣି ହାତୀ ମୃତ୍ୟୁ

ପାଟଣାଗଡ଼ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କ ହତ୍ୟା ଘଟଣାରେ ୪ ଗିରଫ

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ପୁଲିସ ହାତରେ ହାଡକୋର ପିଏଲ୍‌ଏଫଆଇ କମାଣ୍ଡର

ମରଣ ଫାଶରେ ପୁଅକୁ ଦେଖି ଜୀବନକୁ ବାଜି ଲଗାଇ ଦେଲା ମାଆ

ଆଶୀର୍ବାଦଙ୍କ ଚିଟ୍‌ଫଣ୍ଡ ଲିଙ୍କ୍ ଓ ସିବିଆଇ ତଦନ୍ତର ପୂରା ଘଟଣାକ୍ରମ ଏମିତି

You might also like