• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାଘର ଚମଡ଼ା ବାହାର କରୁଥିବା ଫଟୋ ଭାଇରାଲ। ଏକ କଲରାପତରିଆ ବାଘର ଚମଡ଼ାକୁ ଶିକାରୀ ଜଣକ ଏକ ଛୁରୀ ସାହାଯ୍ୟରେ ବାହାର କରୁଥିବା ଦେଖିବାକୁ ମିଳିଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଫଟୋ।

ବାଘର ଚମଡ଼ା ବାହାର କରୁଥିବା ଶିକାରୀ ଜଣକ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ବୋଲି ଜଣାପଡିଛି। ଗତକାଲି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଞ୍ଚଳରୁ ଶିକାରୀ ଲକ୍ଷ୍ମୀଧର ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF।

ତାଙ୍କ ନିକଟରୁ ଦୁଇଟି ବାଘ ଚମଡ଼ା ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ STF। ରଣପୁର ବନାଞ୍ଚଳରେ ବାଘ ଶିକାର ନେଇ ଗତ ଏପ୍ରିଲ ୨୩ ତାରିଖରେ ଓଟିଭିରେ ପ୍ରଥମେ ଖବର ପ୍ରକାଶ ପାଇଥିଲା। ଏହାପରେ ଘଟଣାର ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।

The-hunter-and-tiger-skin-photo-viral
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories