ପୁଣି ବଳି ଥିଓରୀ ଦେ।ହରାଇଲେ ସଂଧ୍ୟାବତୀ
ପରୀକୁ ଦିଆଯାଇଛି ବଳି ?
ନୟାଗଡ : ନୟାଗଡ଼ ପରୀ ହତ୍ୟା ମାମଲାରେ ବଳି ଥିଓରୀ ଦୋହରାଇଲେ ଶିଶୁ ଅଧିକାର ସୁରକ୍ଷା ଆୟେଗର ଅଧ୍ୟକ୍ଷ। ସଂଧ୍ୟାବତୀ ପ୍ରଧାନ। ପରୀକୁ ବଳି ଦିଆଯାଇଥିବ ବୋଲି ପୁଣି କହିଛନ୍ତି ସଂଧ୍ୟାବତୀ । ପୁରୁଣା କଥାକୁ ଦୋହରାଇବା ସହ ପରୀକୁ ବଳି ଦିଆଯାଇଥିବା ମଧ୍ୟ ସେ ଆଶଙ୍କା କରିଛନ୍ତି ।
ଏହାସହ ବଳି କିମ୍ବା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବ ବୋଲି ଆଶଙ୍କା ମଧ୍ୟ କରିଛନ୍ତି ସଂଧ୍ୟାବତୀ । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, ପରୀ ପରିବାରକୁ ନିଶ୍ଚିତ ଭାବରେ କ୍ଷତି ପୂରଣ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯିବ ବେ।ଇ ସେ ସ୍ପଷ୍ଟ କରିଛନ୍ତି ।