• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୟାଗଡ: ପରୀ ମୃତ୍ୟୁକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର କରାଯାଉଛି ଆନ୍ଦୋଳନ। କିଏ ଧାରଣା ଦେଉଛି ତ କିଏ ପରୀ ନ୍ୟାୟ ରଥ ବୁଲାଉଛି । ତେବେ ଏହାରି ମଧ୍ୟରେ ଅନେକ ପ୍ରଶ୍ନ ବି ଉଠୁଛି । ପରୀ ମୃତ୍ୟୁ କିପରି ହେଲା ? କିଏ ଓ କାହିଁକି ପରୀକୁ ହତ୍ୟା କଲା ? ଏନେଇ ଏବେ ଯାଏ କୌଣସି ବିଧିବଦ୍ଧ ସୂଚନା ମିଳିପାରିନି।  ଅଭିଯୁକ୍ତ କିଏ ତାକୁ ନେଇ ତଦନ୍ତ କରୁଛି ଏସଆଇଟି।

ଅନ୍ୟପଟେ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ପ୍ରାଥମିକ ରିପୋର୍ଟରେ ପରୀର ହତ୍ୟା ପୂର୍ବରୁ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି। ଏନେଇ ପ୍ରମାଣ ଥିବା ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ ଦିନ ଧରି ଧାରଣାରେ ବସିଛି। ଆଜି କଂଗ୍ରେସ ବି ମାମଲାକୁ ନେଇ ନୟାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରିବ।

The-congress-will-protest-in-nayagarh-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories