ହାଇକୋର୍ଟରେ ହାଜର ହେଲେ ଏଡିଜି…ହେଲେ କାହିଁକି?

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେଲେ ଏଡିଜି ।କ୍ରାଇମବ୍ରାଞ୍ଚ ଭିଡିଓ କନ୍ଫରେନ୍ସିଂରେ ସେ ହାଜର ହୋଇ ପକ୍ଷ ରଖିଛନ୍ତ। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛନ୍ତି ଏଡିଜି ଏବଂ ତଦନ୍ତ ଚାଲୁ ରହିଥିବା ଜଣାଇଛନ୍ତି। ଆସନ୍ତା ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୧୩ ତାରିଖ ରାତି ଅଧରେ କ୍ରାଇମବ୍ରାଞ୍ଚ ଚଢାଉ କରି ଏହି ୪ ଜଣଙ୍କୁ ଗିରଫ କରିଛିି ।

You might also like