ଖଣ୍ଡଗିରି ଛକରେ ଉତ୍ତେଜନା

କିନ୍ନରଙ୍କ ପ୍ରାଦୁର୍ଭାବ ବିରୋଧରେ ପ୍ରତିବାଦ

ଭୁବନେଶ୍ୱର  : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରେ ପୋଡ଼ାଜଳା ସହ ରାସ୍ତା ଅବରୋଧ କରିଛନ୍ତି।

You might also like