ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ଅସହ୍ୟ ଗରମରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୪୦ ଡିଗ୍ରୀ ଉପରେ ୫ଟି ସହର ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ।

ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା ?

୪୧.୩ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର। ସେହିପରି କେନ୍ଦୁଝରଗଡ଼ରେ ୩୬.୪, ସମ୍ୱଲପୁରରେ ୩୯.୦, ସୁନ୍ଦରଗଡ଼ରେ ୩୬.୦, ହୀରାକୁଦରେ ୩୮.୯, ତାଳଚେରରେ ୩୯.୭, ଭବାନୀପାଟଣାରେ୩୯.୦, ବଲାଙ୍ଗିରରେ ୪୧.୨, କୋରାପୁଟରୁ ୩୪.୪, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୪୦.୦, ମାଲକାନଗିରିରେ ୩୮.୦, ସୋନପୁରରେ ୪୧.୩, ଦାରିଙ୍ଗବାଡ଼ିରେ ୩୪.୫, ନୟାଗଡ଼ରେ ୩୯.୦, ବୌଦ୍ଧରେ ୪୧.୦, ଛତ୍ରପୁରରେ ୩୩.୪, ପାରଳାଖେମୁଣ୍ଡିରେ ୩୭.୦, ବାଲେଶ୍ୱରରେ ୩୩.୨, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୨.୬, ଭୁବନେଶ୍ୱରରେ ୩୯.୦,  ଗୋପାଳପୁରରେ ୩୪.୧,  ପୁରୀରେ ୩୩.୮, ଅନୁଗୋଳରେ ୪୦.୩, ବାରିପଦାରେ ୩୫.୪, ଝାରସୁଗୁଡ଼ାରେ ୩୯.୪ ରହିଛି।

 

You might also like