ଜାରି ରହିଛି ଶିକ୍ଷକଙ୍କ ଅାନ୍ଦୋଳନ

୩୧ ଦିନରେ ପହଞ୍ଚିଲା ମିଳିତ ଶିକ୍ଷକ ମଂଚର ଅାନ୍ଦୋଳନ

ଭୁବନେଶ୍ୱର : ଲୋୟର ପିଏମଜିରେ ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ ମିଳିତ ଶିକ୍ଷକ, ଅଧ୍ୟାପକ ଓ  କର୍ମଚାରୀ ମଞ୍ଚର ଅାନ୍ଦୋଳନ। ଅାଜି ମଧ୍ୟ ଅାନ୍ଦୋଳନରେ ଅଛନ୍ତି ଶିକ୍ଷକ। ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଅାନ୍ଦୋଳନ ଅାଜିକୁ ମିଶାଇ ୩୧ଦିନରେ ପହଞ୍ଚିଲାଣି।

ନିଜ ଦାବିରେ ଅଟଳ ରହିଛନ୍ତି ମିଳିତ ଶିକ୍ଷକ ମଂଚ। ନିକଟରେ ସରକାରଙ୍କ ସହ ସଂଘର ଅାଲୋଚନା ହୋଇଥିବାବେଳେ ଏଥିରୁ କିଛି ନିଷ୍କର୍ସ ବାହାରି ପାରିନାହିଁ। ଏହା ପରେ ସୋମବାର ଠାରୁ ଅାନ୍ଦୋଳନ ଅାହୁରି ତୀବ୍ର ହୋଇ ଗାଁକୁ ବ୍ୟାପିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଥିଲା।

You might also like