• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଭୁବନେଶ୍ୱର ସୂର୍ଯ୍ୟନଗର କଣ୍ଟେନମେଣ୍ଟ ଅଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି। NCC ଅଫିସ୍ ଠାରୁ ମୁମତାଜ ଅଲୀ ରୋଡ ଦେଇ ନ୍ୟାସନାଲ ପ୍ରଡିଭ୍ କାଉନ୍ସିଲ୍ ଅଫିସ୍ ଯାଏଁ ସିଲ୍ କରାଯାଇଛି। ନ୍ୟାସନାଲ ପ୍ରଡିଭ୍ କାଉନ୍ସିଲ୍ ଅଫିସ୍ ଠାରୁ ସୂର୍ଯ୍ୟ କଂପ୍ଲେକ୍ସ ଯାଏଁ ଏବଂ ସୂର୍ଯ୍ୟ କଂପ୍ଲେକ୍ସ ଠାରୁ ପୁଣି ଏନ୍‌ସିସି ଅଫିସ୍ ଯାଏଁ ସିଲ୍ କରିଛି ବିଏମସି।

ଏପଟେ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ପ୍ରତ୍ୟାହୃତ ହୋଇଛି। ତେବେ ଅଞ୍ଚଳରେ ଲକଡାଉନ୍ ନିୟମ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ କହିଛନ୍ତି।

ସୂଚନା ଦେଇଛନ୍ତି ଗତ ୬ ତାରିଖରେ ପୁରୁଣା ବଜାର ଅଞ୍ଚଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା।

Surjyanagar-containment-zone-reform-again
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories