News from Sundargarh

Pradhan Mantri Awas Yojana
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଚେର?

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ

big offer from gold shop
ସୁନା ଦୋକାନୀଙ୍କ ବଡ଼ ଅଫର ! ଟିକା ନେଇଥିଲେ ୫% ଓ କରୋନା ଯୋଦ୍ଧାଙ୍କୁ ୪୦% ରିହାତି

କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି ।

koida
କାନ୍ଧରେ ବହି ବସ୍ତାନୀ ବଦଳରେ ମଦ ବୋତଲ : ଭିଡିଓ ଭାଇରାଲ ପରେ ସମାଜସେବୀଙ୍କ ଉଦବେଗ

ଯେଉଁ ବୟସରେ କାନ୍ଧରେ ବହି ବସ୍ତାନୀ ରହିବା କଥା, ସେହି ବୟସରେ କାନ୍ଧରେ ମଦ ବୋତଲ ‍ବୋହୁଛି ଏକ ଛୋଟ ପିଲା । ସୁନ୍ଦରଗଡ ଜିଲ୍ଲାର ଖଣିଖାଦାନ ଭରା କୋଇଡା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।