ସ୍ମାର୍ଟ ଫୋନ୍ରେ ହେବ ଡିପ୍ଲୋମା ପରୀକ୍ଷା
ଭୁବନେଶ୍ୱର: ସ୍ମାର୍ଟ ଫୋନ୍ରେ ହେବ ଡିପ୍ଲୋମା ପରୀକ୍ଷା। ଆଣ୍ଡ୍ରଏଡ ଫୋନରେ ଏଥର ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ। ଲାପଟପ୍ କି ଡେସ୍କଟପ୍ ନଥିବା ପିଲା ଘରେ ରହି ସ୍ମାର୍ଟ ଫୋନରେ ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଛି ବୈଷୟିକ ଶିକ୍ଷା ବିଭାଗ।
ଆହୁରି ପଢ଼ନ୍ତୁ
ଅଗଷ୍ଟ ୧ରୁ ୨୦ ତାରିଖ ଯାଏ ହେବ ପରୀକ୍ଷା ହେବ। ୭ ଦିନରେ ମଧ୍ୟରେ ରେଜଲ୍ଟ ବାହାରିବ। ଚଳିତ ବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଡିପ୍ଲୋମା ପରୀକ୍ଷା ଦେବେ।