ରାହୁଲଙ୍କୁ ଆଖୁ କହିଲେ ସିଦ୍ଦୁ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): କଥା କଥାରେ ହସର ଫୁଆରା ଛୁଟାଉଥିବା ସିଦ୍ଦୁ ଆଜି ବି ହସେଇଲା ଭଳି କଥା ପଦେ କହିଛନ୍ତି। ଯାହାକୁ ଶୁଣି ଆପଣ ବି ତାଙ୍କ ଷ୍ଟାଇଲରେ କହିବେ “ଠୋକୋ ତାଲି” । ଆମେ ଆପଣଙ୍କୁ AICCI ବୈଠକ ସମ୍ପର୍କରେ କହିବାକୁ ଯାଉଛୁ। ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଦୁ କଂଗ୍ରେସର ଏହି ୮୪ତମ ମହାଧିବେଶନରେ ଯୋଗଦେଇ ୨୦୧୯ ସାଧାରଣ ନିର୍ବାଚନ କଥା ଉଠାଇଛନ୍ତି। ସିଦ୍ଦୁ ଭାଷଣ ଛଳରେ କହିଛନ୍ତି “କଂଗ୍ରେସ ମୁଖିଆ ରାହୁଲ କୁଆଡେ ଆଖୁ ଆଉ ବିଜେପି ବାଉଁଶ ଭଳି ପୋଲା।’ ଏହି କଥା କହିଲା ବେଳେ ଅଧିବେଶନରେ ଉପସ୍ଥିତ ଲୋକେ ଧୂମ୍‌ ତାଳି ମାରିଥିଲେ।

ଆହୁରି ପଢ଼ନ୍ତୁ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

You might also like