ଟ୍ରାକ୍‌କୁ ଫେରୁଛି ରାଜ୍ୟ ଅର୍ଥନୀତି

ଭୁବନେଶ୍ୱର: କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ରାଜ୍ୟ ଅର୍ଥନୀତି ଏବେ ଟ୍ରାକ୍‌କୁ ଫେରୁଛି। ଲକଡାଉନ୍ ପରେ ପ୍ରଥମ ଥର ପାଇଁ ବଢ଼ିଛି ରାଜ୍ୟର ନିଜସ୍ୱ ଟିକସ ଆୟ। ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍ ତଥ୍ୟରୁ ଏମିତି ସୂଚନା ମିଳିଛି।

କେବଳ ସେପ୍ଟେମ୍ୱରରେ ଟିକସ ଆୟ ୧୨ପ୍ରତିଶତ ବୃଦ୍ଧି ହୋଇଛି। ଏବାବଦରେ ମିଳିଛି ୧ ହଜାର ୬୭୯ କୋଟି ଟଙ୍କା। ୨୦୧୯-୨୦ ପୂର୍ବ ଆର୍ଥିକବର୍ଷ ସେପ୍ଟେମ୍ବର ମାସରେ ରାଜକୋଷକୁ ଆସିଥିଲା ୧ ହଜାର ୫୦୨ କୋଟି। ଚଳିତବର୍ଷ ସେପ୍ଟେମ୍ୱରରେ ଜିଏସଟିରୁ ରାଜ୍ୟ ତହବିଲକୁ ଆସିଛି ୧ ହଜାର ୬୮ କୋଟି ଟଙ୍କା।

୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ନିଜସ୍ୱ ଟିକସ ଆୟରୁ ମିଳିଥିଲା ୯ ହଜାର ୮୯୯ କୋଟି ଟଙ୍କା। ଚଳିତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମିଳିଛି ୮ ହଜାର ୧୬୯ କୋଟି ଟଙ୍କା, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୭ପ୍ରତିଶତ କମ୍ ରହିଛି।

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like