ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅାଲୋଚନା କରାଯାଉଛି । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଅାମିକସ କ୍ୟୁରୀଙ୍କ ଶ୍ରୀମନ୍ଦିର ପରିଦର୍ଶନ ସହ ପୂର୍ବରୁ ଗଠିତ ୩ଟି ସବ୍‌କମିଟିର ରିପୋର୍ଟ ଅାଦି ଉପରେ ଅାଲୋଚନା ହୋଇଥିବା ସୂଚନା ମିଳିଛି। ଅାଜିର ବୈଠକରେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ମଧ୍ୟ ଉପସ୍ଥାପିତ ହେବାର ଅଛି।

You might also like