• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ଗତ କିଛିଦିନ ହେଲା କାଳବୈଶାଖୀରେ କୁଡ଼ିଆ ଘର ଭାଙ୍ଗିଥିବାବେଳେ ଅନେକ ଫସଲ ନଷ୍ଟ ହୋଇଛି। ସେହିପରି ଗାଇଗୋରୁଙ୍କ ଜୀବନ ଯାଇଥିବା ଖବର ମିଳିଛି। ଏଣୁ ଏହାର ଆକଳନ କରି ତୁରନ୍ତ ଗ୍ରହଣଯୋଗ୍ୟ ସହାୟତା ପ୍ରଦାନ କରିବାକୁ କୁହାଯାଇଛି। ଏଣୁ ତୁରନ୍ତ ଏନେଇ ରିପୋର୍ଟ ଦେବା ସହ ଆବଶ୍ୟକ ଅର୍ଥ ସଂପର୍କରେ ଜଣାଇବାକୁ ସିଆରସି ଜିଲ୍ଲାପାଳମାନଙ୍କୁ କହିଛନ୍ତି।

Src-instructed-to-all-collectors-of-odisha-for-accounting-thunderstorm-destruction
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories