• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର। ହେଲେ କରୋନାର ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଜି ନୟାନ୍ତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରୁ। ଜିଲ୍ଲାର ସୋହେଲା ବ୍ଲକ ମାଛିମୋରା ଗାଁରେ ଭୂମୀହିନ ଚାଷୀ ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ ଭୂମିହୀନ। ତାଙ୍କ ଛଅ ପୁଅ, ସେମାନଙ୍କ ମଧ୍ୟରୁ ୨ ପୁଅ ତାମିଲନାଡୁ ଦାଦନ ଖଟିବାକୁ ଯାଇଛନ୍ତି। କରୋନା ମାଡରେ ଏବେ ଘରେ ଦୁଇ ଓଳା ଖାଇବା ଯୋଗାଡ଼ କରିବା କଷ୍ଟକର। ଏଭଳି ସ୍ଥିତିରେ ଚାଷ ଲାଗି ସମ୍ବଳ ଯୋଗାଇ ନପାରି ନିଜେ ହଳ ଲଙ୍ଗଳ ଚଲାଇଥିବା ଦେଖିବାକୁ ମିଳିଛି। ବଳଦ ଦ୍ୱାରା ହଳ ଚଲାଇବା ଲାଗି ଟଙ୍କା ନଥିବାରୁ ନିଜେ ତିନି ଭାଇ ହଳ ଲଙ୍ଗଳ ଚଳାଇବା ସହ ମରିଚ ଚାଷ କରିଛନ୍ତି। ବିଲର କୋଡା ଖୋସା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପରିବାରର ଅନ୍ୟାନ୍ୟ ସଦସ୍ୟ ଗ୍ରାମାଞ୍ଚଳରେ ଏବେ କାମ ଧନ୍ଦା ସାଙ୍ଗକୁ ସରକାରୀ ସହଯୋଗ ଅପହଞ୍ଚ ଥିବାରୁ ଗରିବ ଚାଷୀଙ୍କୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଗୁହାରୀ କରିଛନ୍ତି।

Special-story-unable-to-buy-bullock-bargarh-man-ploughs-filed-on-his-own
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories