‘ପାଖକୁ ଆସନି; ମୁଁ ମରିବି…. ମୋ ମାଆକୁ ମାରିବି’

ପିପିଲି: ଗିରଫ ଭୟରେ ମାକୁ ଅଟକ ରଖିଲା ପୁଅ। ଗିରଫ କରିବାକୁ ଆସିଥିବା ପୋଲିସ୍‌କୁ ଦେଉଥିଲା ହତ୍ୟା ଓ ଆତ୍ମହତ୍ୟା କରିବାର ଧମକ। ଶେଷରେ କାବୁ କଲା ପୋଲିସ୍।

ଘଟଣାଟି ଥିଲା ଏମିତି:-

ପୁରୀ ଜିଲ୍ଲା ପିପିଲି ଅଂଚଳର ଏ ଘଟଣା  ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଅନ୍ତର୍ଗତ ରଥସାହିରେ ଗତକାଲି ରାତିରେ ଦିଲୀପ ରଥ ନାମକ ଯୁବକ ତାଙ୍କ ଭାଇ ଓ ଭାଉଜଙ୍କୁ ଛୁରା ମାଡ଼ କରିଥିଲା  ଏଥିରେ ଉଭୟ ଭାଇ ଓ ଭାଉଜ ଗୁରୁତର ହୋଇ ପଡିଥିଲେ  ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଆକ୍ରମଣ କରିଥିବା ସାନ ଭାଇ ଗିରଫ ଭୟରେ ଏକ ବନ୍ଦ ଘର ଭିତରେ ନିଜ ମା’ ମାଣିକ ରଥକୁ ଅଟକ ରଖିଥିଲା। ଯଦି କେହି ଘର ଖୋଲିବା ପାଇଁ ଉଦ୍ୟମ କରନ୍ତି, ତେବେ ମାକୁ ଜୀବନରୁ ମାରିଦେବା ସହ ନିଜେ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା।

ଘଟଣାସ୍ଥଳରେ ପିପିଲି ପୋଲିସ, ଏସଡିପିଓ ଏବଂ ଥାନା ଅଧିକାରୀ ପହଞ୍ଚିଥିଲେ। କିନ୍ତୁ ଅଭିଯୁକ୍ତକୁ କାବୁ କରିବା ପାଇଁ ନାକେଦମ ହେବାକୁ ପଡିଥିଲା। ଶେଷରେ ଅଭିଯୁକ୍ତକୁ କାବୁ କରିବାରେ ପୋଲିସ୍ ସଫଳ ହୋଇଥିଲା।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like