• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଝାରସୁଗୁଡ଼ା : ବାପାକୁ ମାରିଲା ପୁଅ। ଝାରସୁଗୁଡ଼ା ବେଦାନ୍ତ ବିସ୍ଥାପିତ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଶିକେଶନ ରୋହିଦାସ ଭଗବାନଙ୍କୁ ତାଙ୍କ ପୁଅ ରୋହିଦାସ ଛୁରାମାଡ଼ କରିଥିବା ଜଣାପଡିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ ।

ଖବର ପାଇଁ ବଡମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।  ଅଭିଯୁକ୍ତ ପୁଅ ଭଗବାନକୁ ଗିରଫ କରିଛି ପୋଲିସ।

 

Son-kills-his-father-in-jharasuguda
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories