ମାଲକାନଗିରି ସତ୍ୟମ୍‌ଗୁଡ଼ାରୁ ଅଜଗର ସାପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ସହର ଉପକଣ୍ଠ ସତ୍ୟମ୍‌ଗୁଡ଼ାର ଜଣଙ୍କ ଘରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି।

ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ। ଘରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଟିଣ ଛାତ ତଳେ ଏକ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ଦେବା ପରେ ସ୍ନେକ୍‌ ହେଲପ୍ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

You might also like