ମାଲକାନଗିରି ସତ୍ୟମ୍ଗୁଡ଼ାରୁ ଅଜଗର ସାପ ଉଦ୍ଧାର
ମାଲକାନଗିରି: ମାଲକାନଗିରି ସହର ଉପକଣ୍ଠ ସତ୍ୟମ୍ଗୁଡ଼ାର ଜଣଙ୍କ ଘରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି।
ଆହୁରି ପଢ଼ନ୍ତୁ
ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ। ଘରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଟିଣ ଛାତ ତଳେ ଏକ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ଦେବା ପରେ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।