କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

କଟକ: କେନ୍ ଭିତରେ ନାଗ ସାପ। ଟିଣ ଭିତରେ ପଶି ଛଟପଟ୍ ହେଉଥିଲା ନାଗ। ଆଉ ସାପକୁ ଦେଖିବା ପରେ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ସ୍ଥାନୀୟ ଯୁବକ। କଟକ ଟାଙ୍ଗି ବ୍ଲକର ଶାଳଗାଁ ପଞ୍ଚାୟତରେ ଘଟିଛି ଏହି ଘଟଣା।

ଗାଁର ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ପଡ଼ିଥିବା ଏକ ଟିଣ କେନ୍ ଭିତରେ ସାପଟି ପଶି ଯାଇଥିଲା। ସାପଟି ଦୀର୍ଘ ସମୟ ଧରି କେନ୍ ଭିତରେ ଅଟକି ଯିବା ପରେ ଛଟପଟ ହେଉଥିବା ଦେଖିଥିଲେ ଲୋକେ। ସାପକୁ କେମିତି ବାହାର କରିବେ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା।

 

 ସାପକୁ ସୁରକ୍ଷିତ ଭାବେ କିପରି ବାହାର କରାଯିବ ତାହା ଥିଲା ପ୍ରାଥମିକତା। ପରେ ସାପଟିକୁ ଟିଣ ଭିତରୁ ବାହାର କରିବାକୁ ଯୁବକମାନେ କେନକୁ କାଟିବା ଆରମ୍ଭ କରିଥିଲେ। ଟିଣକୁ କାଟିବା ପରେ ସୁରକ୍ଷିତ ଭାବେ ତା ଭିତରୁ ସାପଟିକୁ ବାହାର କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like