• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଲକଡାଉନ ସମୟରେ ଘରେ ଥିବା ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ତରଙ୍ଗ ଟିଭିର ନିଆରା ପ୍ରୟାସ ସ୍ମାଇଲ୍ ପ୍ଲିଜ୍। ପ୍ରଥମ ଥର ପାଇଁ ଅଭିନେତା ସବ୍ୟସାଚୀଙ୍କୁ ଏଥିରେ ଉପସ୍ଥାପନା କରୁଥିବାର ଦେଖିବାକୁ ମିଳିଛି। ଏହାସହିତ କମେଡି କିଙ୍ଗ୍ ପପୁ ପମ୍ ପମଙ୍କ ମଜାଦାର କମେଡି ସହ ୧୩ରୁ ଅଧିକ ସିନେମା ଓ ସିରିଏଲ୍ ଷ୍ଟାର୍ ବି ସାମିଲ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ।

ପ୍ରତି ଏପିସୋଡରେ ଷ୍ଟାରମାନଙ୍କୁ ଦିଆଯାଉଛି ଭିନ୍ନ ଭିନ୍ନ ଟାସ୍କ। ଯେପରିକି ଯାତ୍ରା ଡାଇଲଗ୍ ଭଳି କଥା, ରୋଷେଇ କରିବା, ମେକଓଭର ଏବଂ ନକଲ କରିବା ଭଳି ବିଭିନ୍ନ ଟାସ୍କ ମିଳୁଛି ସମସ୍ତଙ୍କୁ। ତେବେ ନିଜ ନିଜ ଘରେ ରହି ମୋବାଇଲରେ ଏସବୁ ମଜାଳିଆ ଭିଡିଓକୁ ସୁଟିଂ କରି କଳାକାରମାନେ ପଠାଉଛନ୍ତି ଭିଡିଓ। ଯାହାକୁ ଅଭିନେତା ସବ୍ୟସାଚୀ ଲାଇଭରେ ଦେଖାଇବା ସହ ସେମାନଙ୍କ ସହ ଚିଟ୍ ଚାଟ୍ କରୁଛନ୍ତି।

ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୭ଟା ରେ ସ୍ମାଇଲ ପ୍ଲିଜ୍ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିବାବେଳେ ଦର୍ଶକଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ତରଙ୍ଗ ଟିଭିର ଏହା ଛୋଟ ଏକ ପ୍ରୟାସ।

Smile-please-serial-telecast-in-taranga
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories