• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସମ୍ବଲପୁର; ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉପଲକ୍ଷେ ବିଧି ମୁତାବକ ସଂପନ୍ନ ହୋଇଛି ପତର ପେଣ୍ଡି କାର୍ଯ୍ୟକ୍ରମ । ପୂର୍ବରୁ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱରଙ୍କର ପତରପେଣ୍ଡି ସରିଥିବା ବେଳେ ଗତକାଲି ଅନ୍ୟ ସବୁ ସ୍ଥାନରେ ଏହି ପରଂପରା ଶେଷ ହୋଇଛି।

ଆଜି ଏସବୁ ସ୍ଥାନରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ହନୁମାନ ନିୟୁତା । ପ୍ରଭୁ ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ କରିବେ।

ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ବହୁ ଜାକ ଜକମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେବଳ ବିଧି ମୁତାବକ ଏହି ପର୍ବ ଆୟୋଜିତ ହେଉଛି।

Sital-sasthi-at-sambalpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories