• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ୫ ଫୁଟ ଅନ୍ତରରେ ଗାର ଟାଣିବେ ଦୋକାନୀ। ନହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ ହେବ। ଦୋକାନୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କହଛିନ୍ତି  ବିଏମସି କମିଶନର ଓ ଟ୍ୱିନସିଟି ପୋଲିସ କମିଶନର।

କଟକ ଓ ଭୁବନେଶ୍ୱର ସହରରେ ଥିବା ଦୋକାନୀମାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ଲକ୍‌ଡାଉନ୍ ପରେ ବି ବଜାୟ ରହିବ ସାମାଜିକ ଦୂରତା ରକ୍ଷା। ଏ ସମ୍ପର୍କରେ ଆଜି ଏକ ପ୍ରେମିସିଟରେ ସୂଚନା ଦେଇଛନ୍ତି ବିଏମସି କମିଶନର ଓ ଟ୍ୱିନ ସିଟି ପୋଲିସ କମିଶନର।

ଦୋକାନଗୁଡ଼ିକରେ ସାମାଜିକ ଦୂରତା ନିୟମ ବଜାୟ ରଖିବା ଦୋକାନୀଙ୍କ ଦାୟିତ୍ୱ। ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ଆଗରେ ୫ ଫୁଟ ଅନ୍ତରରେ ଗାର ଟାଣିବେ। ପୂର୍ବ ପରି ଗାର ଭିତରେ ଧାଡ଼ିରେ ଠିଆ ହୋଇ ଲୋକେ ସାମଗ୍ରୀ କିଣିବେ। ଏହି ନିୟମ ଉଲ୍ଲଘଂନ ହେଲେ ସଂପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ ରଦ୍ଦ ହେବ।

ଦୋକାନ ସିଲ୍ ସହ ଦୋକାନୀ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଉଭୟ କମିଶନର ଓ ସିପି ଚେତାବନୀ ଦେଇଛନ୍ତି।

 

Shops-will-be-sealed-if-there-is-no-social-distance
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories