ରାଉରକେଲାରେ ସେକ୍ସ ରାକେଟ୍ ଠାବ; ରାଣୀ ମହୁମାଛି ସମେତ ୩ ଗିରଫ
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏକ କ୍ୱାର୍ଟର୍ସରୁ ସେକ୍ସ ରାକେଟ୍ ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୧୫ ଥାନା ପୁଲିସ୍ କ୍ୱାର୍ଟର୍ସରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍କୁ ଠାବ କରିଥିଲା। ଚଢ଼ାଉ ସମୟରେ ପୁଲିସ୍ ୨ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ସେକ୍ସ ରାକେଟ୍ର ରାଣୀ ମହୁମାଛି ଓ ୨ ଗ୍ରାହକଙ୍କୁ ପୁଲିସ୍ ଗିରଫ କରିଛି। ରାଉରକେଲା ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସ୍ର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଚଢ଼ାଉ କରିଥିଲା। ଏଠାରେ […]
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏକ କ୍ୱାର୍ଟର୍ସରୁ ସେକ୍ସ ରାକେଟ୍ ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୧୫ ଥାନା ପୁଲିସ୍ କ୍ୱାର୍ଟର୍ସରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍କୁ ଠାବ କରିଥିଲା।
ଚଢ଼ାଉ ସମୟରେ ପୁଲିସ୍ ୨ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ସେକ୍ସ ରାକେଟ୍ର ରାଣୀ ମହୁମାଛି ଓ ୨ ଗ୍ରାହକଙ୍କୁ ପୁଲିସ୍ ଗିରଫ କରିଛି।
ରାଉରକେଲା ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସ୍ର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଚଢ଼ାଉ କରିଥିଲା। ଏଠାରେ ବହୁ ଦିନ ଧରି ସେକ୍ସ ରାକେଟ୍ ଚାଲିଥିଲା ବୋଲି ଜଣାପଡ଼ିଛି।