ରାଜଧାନୀରେ ପୁଣି ଆରମ୍ଭ ହେଲା ସେରୋ ସର୍ଭେ

ଭୁବନେଶ୍ୱର: ରାଜଧାନୀରେ ବେକାବୁ ହୋଇଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ପ୍ରଶାସନ ତତ୍ପର ହେଇଛି। ତେଣୁ ଆଜିଠୁ ପୁଣି ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଆରଏମଆରସି ଓ ବିଏମସି ମିଳିତ ଭାବେ ଏହି ସର୍ଭେ କରୁଛନ୍ତି। ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଏହି ସର୍ଭେ ଚାଲିବ। ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ସେରୋ ସର୍ଭେ କରାଯାଇଛି। କରୋନା ମହାମାରୀ ସମୟରେ କେତେ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ଡେଭଲପ ହୋଇଛି ତାହା ସେରୋ ସର୍ଭେ ମାଧ୍ୟମରେ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like