• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଲେଉଟିଲା ସରକାରଙ୍କୁ ଘାଇଲା କରିଥିବା ଦାମ ଝଡ଼। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଡାକ୍ତର ଦାମୋଦର ରାଉତ। କହିଛନ୍ତି ସାରା ଓଡ଼ିଶାରେ ବିଜେଡିକୁ ଦେବେ ଚେକ୍‌ମେଟ୍‌।

ତାଙ୍କ ଜିଲ୍ଲା ଜଗତସିଂହପୁରରେ ବିଜେଡିକୁ ଜିତାଇ ଦେବେ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି ଦାମ। ପାଦେ ଅାଗକୁ ଯାଇ ଦାମ ଏକଥା ବି କହିଛନ୍ତି ଯେ, ଓଡ଼ିଶାକୁ ସୁଶାସନ ଦେବା କିମ୍ବା ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନବୀନ ଅାସିନଥିଲେ। ସେହିପରି ସେ ଓଡ଼ିଶା ଅାସିବା ବେଳେ କିଏ କଣ କହିଥିଲେ ସେ ଗୁମର ବି ଖୋଲିଛନ୍ତି ଦାମ। ଓଡ଼ିଆଙ୍କ ବୋକାମୀରୁ ନବୀନ ଶାସନ ଗାଦିରେ ବସିଛନ୍ତି ବୋଲି ଦାମ କହିଛନ୍ତି।

ନିମାପଡ଼ା, ମାହାଙ୍ଗା ଓ ଭଦ୍ରକରେ ଦୁର୍ନୀତି ବିରୋଧୀ ସମାବେଶ କରିବେ ବୋଲି କହଛନ୍ତି ଡାକ୍ତର ଦାମୋଦର ରାଉତ। ସେପଟେ ଦାମ ଯେଉଁ ନେତାମାନଙ୍କ ନାଁ ନେଇଛନ୍ତି ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନଥିବାବେଳେ, ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି ଦାମ ବାବୁ ଦୁର୍ନୀତି କଥା କହିବା ପବନରେ ବାଡି ବୁଲାଇବା ସହ ସମାନ।

 

Senior-leader-damodar-rout-says-he-will-checkmate-bjd
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories