• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :୨୦୧୪ ସାଧାରଣ ନିର୍ବାଚନରେ ଆମ୍ବୁଲାନ୍ସରେ ଯାଉଥିବା ବିଜେଡି ଟଙ୍କାକୁ ଧରିବାରୁ କ୍ଷୁବ୍ଧ ହେଲେ ନବୀନ ସରକାର। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ସାଙ୍ଘାତିକ ଗୁମର ଖୋଲିଛନ୍ତି କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର।

ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖି ପ୍ରକାଶ କହିଛନ୍ତି, ସାରଦା ଚିଟ୍‌ଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତକୁ ସୁପ୍ରିମ୍ କୋର୍ଟରେ ବିରୋଧ କରିଥିଲେ ରାଜ୍ୟ ସରକାର। ଏପରିକି ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମହାଦୁର୍ନୀତିର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତଦନ୍ତ ହେଉ, ତା ବି ସରକାର ଚାହୁଁନଥିଲେ। ନବୀନଙ୍କ ଶାସନକୁ ଏକଛତ୍ରବାଦୀ କହିବା ସହ ପ୍ରକାଶ ମିଶ୍ର କହିଛନ୍ତି, ଏ ସରକାରରେ ବାକି ସଚିବ କିଛି ନୁହଁନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ହିଁ ସରକାର ଚାଲେ।

ଦେଖନ୍ତୁ ଏହି ଭିଡ଼ିଓ -

https://youtu.be/921QZikUg3U

Senior-bjp-leader-prakash-mishra-speaks-exclusively-to-otv
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories