• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆବାହନ ପାଇଁ ଚାରିଆଡ଼େ ଉତ୍ସବମୁଖର। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମା’ ସରସ୍ୱତୀଙ୍କ ପୂଜା ବେଶ୍‌ ଧୁମ୍‌ଧାମରେ ପାଳନ ହେଉଛି।

ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନରେ ପହଞ୍ଚି ସରସ୍ୱତୀଙ୍କୁ ଆରାଧନା କରୁଛନ୍ତି।

ସେପଟେ ବସନ୍ତ ପଞ୍ଚମୀ ଅବସରରେ ପୁରୀ ବେଳାଭୂମିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଆକର୍ଷଣୀୟ ବାଲୁକା କଳା କରାଯାଇଛି। ସୁଦର୍ଶନ ସ୍ୟାଣ୍ଡ୍‌ ଆର୍ଟ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି କଳାକୃତି ତିଆରି କରାଯାଇଛି। ଏଥିରେ ପ୍ରାୟ ୬ଟନ୍ ବାଲି ବ୍ୟବହୃତ ହୋଇଛି।

Saraswati-puja-celebrated-with-religious-fervour-across-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories