• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ପୁରୀ(ମଧୁସୂଦନ ମିଶ୍ର): ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ନିର୍ମାଣ କରି ଭାରତବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଦେଇଛନ୍ତି।

ଶ୍ରୀକ୍ଷେତ୍ରରେ ଦୋଳପୂର୍ଣ୍ଣିମା ଅବସରରେ ଭଗବାନ ଦୋଳଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ଭକ୍ତଙ୍କ ସହ ରଙ୍ଗ ଖେଳିବାକୁ ଥିବା ବେଳେ ଭଗବାନ ଓ ଭକ୍ତଙ୍କ ଭିତରେ ଅପୂର୍ବ ମିଳନ ଘଟିବ।

ଆଉ ସେହି ଅପୂର୍ବ ମିଳନ ଅବସରରେ ମାନସ ବାଲିରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ କରି ରଙ୍ଗର ପର୍ବ ହୋଲି, ଭାଇଚାରାର ପର୍ବ ହୋଲିରେ ରାସାୟନିକ ରଙ୍ଗରୁ ଦୂରେଇ କେବଳ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବାକୁ ଆହ୍ୱାନ ଦେଇଛନ୍ତି।

୧୫ଟନ୍‌ ବାଲିରେ ୧୫ଫୁଟ୍‌ ଓସାର ବିଶିଷ୍ଟ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦେଖିବା ପାଇଁ ବେଳାଭୂମିରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳିଛି।

Sand-artist-manas-sahoo-sculpts-sand-art-to-wish-holi-celebrations09
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories