• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଓଲିଉଡ୍‌ର ହିଟ୍‌ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ମାର୍ଚ୍ଚ ୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ରାଜସ୍ଥାନର ଜୟପୁରରେ ଏହି ବିବାହ ହୋଇଥିଲା। ଦିଲ୍ଲୀ-ଜୟପୁର ହାଇୱେ ସ୍ଥିତ The Neemrana Fort Palace ହୋଟେଲ୍‌ରେ ଉଭୟ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କୁ ନେଇ ବିବାହ ହୋଇଥିଲା।

Sabyarchita

ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ସୋସିଆଲ୍‌ ମିଡିଆରେ ବିବାହ ବେଳର ଫଟୋ ଶେଆର କରିଥିବା ବେଳେ ଏବେ ବିବାହ ବେଳର ଭିଡିଓ ଶେଆର କରିଛନ୍ତି। Big Day ❤️ର ଫାଷ୍ଟ୍‌ ଭିଜୁଆଲ୍‌ ଲେଖି ସବ୍ୟାର୍ଚ୍ଚିତା ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି। ସବ୍ୟସାଚୀ ଘୋଡ଼ା ଉପରେ ବସି ନାଚୁଥିବା ଦେଖିବାକୁ ମିଳିଛି। ଏହାପରେ ବିବାହ ମଣ୍ଡପରେ ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ଦେବାସହ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଉ ଥିବା ଭିଡିଓରେ ନଜର ଆସିଛି। ଏହାପୂର୍ବରୁ ଉଭୟ ଏନ୍‌ଗେଜ୍‌ମେଣ୍ଟର ଫଟୋ ଶେଆର କରିଥିଲେ। 

ଦେଖନ୍ତୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବିବାହ ବେଳର ଫଟୋ ଏବଂ ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ....

Sabyarchita

 

Sabyarchita

Sabyarchita

archita

sabyasachi

archita

sabysachi

Sabyarchita

Sabyarchita

Sabyarchita

Sabyarchita

ପଢ଼ନ୍ତୁ: ସାତ ଜନ୍ମର ସାଥୀ ହେଲେ ସବ୍ୟାର୍ଚ୍ଚିତା

Sabyarchita-shares-marriage-video-on-social-media
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories