ଅପେରାର ମୁଖ୍ୟ ଆକର୍ଷଣ ପାଲଟିଛି ଋଷିଆନ୍ ଡ୍ୟାନ୍ସ

ଖଣ୍ଡଗିରିରେ ଚାଲିଛି ମାଘ ମେଳା

ଭୁବନେଶ୍ୱର : ଖଣ୍ଡଗିରିରେ ଚାଲିଛି ମାଘ ମେଳା। ପ୍ରତିଦିନ ମେଳାରେ ଜମୁଛି ଲୋକଙ୍କ ଭିଡ଼। ହେଲେ ଖଣ୍ଡଗିରି ମେଳାରେ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ହେଉଥିବା ଯାତ୍ରା। ରାଜ୍ୟର ପ୍ରମୁଖ ଯାତ୍ରା ସଂସ୍ଥାଙ୍କ ପକ୍ଷରୁ ଅପେରା ପରିବେଷଣ ହେଉଛି।

ହେଲେ ଚଳିତ ଥର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯାତ୍ରା ମହାସମରରେ ଦିଆଯାଇଛି ଋଷିଆନ୍ ତଡ଼କା। ଋଷରୁ ଆସିଥିବା ଡ୍ୟାନ୍ସର ବିଦେଶୀ ଠୁମ୍‌କା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ବିଦେଶୀ କଳାକାରଙ୍କ ଡ୍ୟାନ୍ସ ପର୍‌ଫର୍‌ମାନ୍ସକୁ ଦେଖିବାକୁ ଯାତ୍ରାରେ ଲୋକଙ୍କ ଭିଡ଼ ବଢ଼ିଛି।

 

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

You might also like