• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍‌ ହୋଇଛି।  ମନ୍ଦିର ଦର୍ଶନ ଉପରେ କଟକଣା ଜାରି ହୋଇଛି।  ଉତ୍ସବ ଓ ଜନସମାଗମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ସରକାର ତେବେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ନା କେବଳ ପରମ୍ପରା ବଜାୟ ରଖିବାକୁ ନୀତି ପାଳନ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ଏସବୁ ପରେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି ଲିଙ୍ଗରାଜଙ୍କ ରଥଖଳା। ରଥ କାମ ଆଗେଇ ଚାଲିଛି। ଯଦି ପରିସ୍ଥିତିରେ ସୁଧାର ଆସେ ତେବେ ହୁଏତ ଲିଙ୍ଗରାଜଙ୍କ ରୁକୁଣା ରଥ ସବୁବର୍ଷ ପରି ଏଥର ମଧ୍ୟ ଗଡ଼ିବ।

Rukuna-ratha-construction-is-on-processing
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories