ଭାଙ୍ଗିଲା ପରମ୍ପରା, ଦ୍ୱିତୀୟ ଦିନରେ ବି ଅଟକିଲା ରୁକୁଣା ରଥ
ଭୁବନେଶ୍ୱର: ଭାଙ୍ଗିଲା ପରମ୍ପରା। ଦ୍ୱିତୀୟ ଦିନରେ ବି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଦୁଇଦିନ ରଥଟଣା ପରେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲାନି ରୁକୁଣା ରଥ। ଅସୁର କିଆରୀ ନିକଟରେ ରୁକୁଣା ରଥ ଅଟକିଛି। ଶନିବାର ମାତ୍ର କିଛି ମିଟର ଆସିବା ପରେ ରଥଟି ଅଟକିଥିଲା। ତେବେ ଗତକାଲି ବି ରଥଟଣା ଶେଷ ହୋଇ ନ ପାରିବାରୁ ଆଜି ପୁଣି ରଥ ଟଣାଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଭାଙ୍ଗିଲା ପରମ୍ପରା। ଦ୍ୱିତୀୟ ଦିନରେ ବି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଦୁଇଦିନ ରଥଟଣା ପରେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲାନି ରୁକୁଣା ରଥ।
ଅସୁର କିଆରୀ ନିକଟରେ ରୁକୁଣା ରଥ ଅଟକିଛି। ଶନିବାର ମାତ୍ର କିଛି ମିଟର ଆସିବା ପରେ ରଥଟି ଅଟକିଥିଲା। ତେବେ ଗତକାଲି ବି ରଥଟଣା ଶେଷ ହୋଇ ନ ପାରିବାରୁ ଆଜି ପୁଣି ରଥ ଟଣାଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
https://youtu.be/V1GFZM8bzMo