JEE Advanced: ରାଉରକେଲାର ସମର୍ଥ ହେଲେ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଜେଇଇ ଆଡ୍‌ଭାନ୍ସଡ (JEE Advanced)ଫଳାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ରାଉରକେଲାର ସମର୍ଥ ଅଗ୍ରୱାଲ  IIT-Kharagpur zoneର ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ରାଙ୍କରେ ୨୫ ସ୍ଥାନରେ ରହିଛନ୍ତି। ଏଥିସହ ସମର୍ଥ ଓଡ଼ିଶା ଟପ୍ପର ମାନ୍ୟତା ମଧ୍ୟ ପାଇଛନ୍ତି।

JEE Advancedରେ ମୁଁ ଭଲ କରିଥିଲି। ହେଲେ ସର୍ବଭାରତୀୟ ରାଙ୍କରେ ୨୫ତମ ସ୍ଥାନରେ ରହିବି ବୋଲି ଭାବି ନ ଥିଲି ବୋଲି ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତ ଦେଇ କହିଛନ୍ତି। ସେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ପଢିବେ ବୋଲି କହିଛନ୍ତି।

JEE Advancedରେ ଓଡ଼ିଶାର ନାଁକୁ ଆଉ ଦୁଇଜଣ ମଧ୍ୟ ଉଜ୍ଜ୍ୱଳ କରିଛନ୍ତି। ସେମାନେ ହେଲେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ  ରୌନକ ଡାଲମିୟା ଓ ମନ୍ଥନ ଡାଲମିୟା। ସର୍ବ ଭାରତୀୟ ସ୍ତରରେ ରୌନକ ୫୨ତମ ରାଙ୍କ ହାସଲ କରିଥିବାବେଳେ IIT-Kharagpur zoneରେ ୪ର୍ଥ ରାଙ୍କରେ ଅଛନ୍ତି।  ସେହିପରି  ସାନ ଭାଇ ମନ୍ଥନ  ସର୍ବଭାରତୀୟ ସ୍ତରରେ ୧୦୦ତମ ରାଙ୍କ ହାସଲ କରିଛନ୍ତି ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like