• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗୋଷ୍ଠୀ କନ୍ଦଳ ଯୋଗୁ ଏବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଅଡୁଆ ବଢ଼ିଛି। ଜିଲ୍ଲା ବିଜେଡି ଉପସଭାପତି ଓ ବିଧାୟକଙ୍କର ବିଭିନ୍ନ ପଞ୍ଚାୟତରେ ଅଲଗା ଅଲଗା କାର୍ଯ୍ୟାଳୟ ଚାଲିଛି। ସମାନ୍ତରାଳ ଭାବେ ଦୁଇ ଗୋଷ୍ଠୀ ଏବେ ଚାନ୍ଦବାଲି ଅଞ୍ଚଳରେ ନିଜର ସଙ୍ଗଠନ ବଢ଼ାଇବାରେ ଲାଗିଛନ୍ତି।

ଏହା ଏବେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। କଂଗ୍ରେସ ସହ ବିଧାୟକଙ୍କ ଅଘୋଷିତ ମେଣ୍ଟ ଚାଲିଥିବା ପୂରୁଣା ବିଜେଡି ନେତା ଅଭିଯୋଗ କରିଛନ୍ତି। ଏମିତିକି ବିଧାୟକ ବ୍ୟୋମକେଶ ରାୟଙ୍କୁ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳ ଖୋଲାଖୋଲି ବିରୋଧ କରୁଛନ୍ତି। ଅନ୍ୟପଟେ କଂଗ୍ରେସ ସହ ଅଘୋଷିତ ମେଣ୍ଟକୁ ବିଧାୟକ ବ୍ୟୋମକେଶ ରାୟ ଖଣ୍ଡନ କରିଛନ୍ତି।

Rift-in-bjds-in-chandbali
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories