ରାଜଧାନୀରେ ସେକ୍ସ ରାକେଟ ଠାବ

୩ ଜଣ ଗିରଫ, କାର ନଗଦ ଟଙ୍କା ଜବତ

ଭୁବନେଶ୍ୱର : ରାଜଧାନୀରେ ସେକ୍ସ ରାକେଟ ଠାବ। ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ସ୍ଥାନୀୟ ଦେହଜୀବୀ ଉଦ୍ଧାର। ଘଟଣାରେ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତି ସମେତ ତିନ ଜଣଙ୍କୁ ପୁଲିସ ଗିରଫ କରିଛି।  ସେମାନଙ୍କ ଠାରୁ କାର,ନଗଦ ଟଙ୍କା ଅାଦି ପୁଲିସ ଜବଜ କରିଛି।

ଅାପାର୍ଟମେଣ୍ଟରେ ଘରଭଡ଼ା ନେଇ ସେକ୍ସ କାରବାର ଚାଲିଥିଲା।କମିଶନରେଟ ପୁଲିସର କୁଇକ୍‌ ଅାକ୍‌ସନ ଟିମ୍ ଓ ଖଣ୍ଡଗିରି ମିଳିତ ଭାବେ ଏହି ରେଡ୍‌ କରିଥିଲେ। ବହୁଦିନ ଧରି ଏଠାରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇଁ ରେଡ୍‌ ହୋଇଥିଲା।

You might also like