ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ବାତ୍ୟା ପରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍‌ ଲାଗିଛି। ବାତ୍ୟା ଆଗରୁ ହାତରେ ଯେତେ କ୍ୟାସ୍ ଥିଲା, ତାହା ଶେଷ ହେବାକୁ ବସିଲାଣି। ନେଟ୍‌ଓ୍ୱର୍କ ନ ଥିବାରୁ ଅନ୍ ଲାଇନ୍ ପେମେଣ୍ଟ ବି ହୋଇ ପାରୁନାହିଁ। ଏହା ସହ ଛୋଟମୋଟ ଜିନିଷ କିଣିଲେ ଅନ୍ ଲାଇନ୍ ପେମେଣ୍ଟ ସମ୍ଭବ ନୁହେଁ। ତେଣୁ ଏଟିଏମ୍ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି।

ଅଧିକାଂଶ ଏଟିଏମ୍ ଅଚଳ ହୋଇ ପଡ଼ିଥିବାରୁ ଯେଉଁ କେତେଟା ଚାଲୁଛି, ସେଠାରେ ବହୁତ ଭିଡ଼ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ହେଉଛି ଅପଚେଷ୍ଟା’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

ଆଜିଠୁ +୨ ଆଡମିଶନ୍‌

୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

You might also like