• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ୩ ଲୋକସଭା ନିର୍ବାଚନ ମଣ୍ଡଳୀର ୬ଟି ବୁଥ୍‌ରେ ହେବ ସାନି ନିର୍ବାଚନ। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୬୮, ଅତାବିରାର ୨୩୫ ନମ୍ବର ବୁଥ୍, ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧୩ ନମ୍ବର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୯ ନମ୍ବର, କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍‌ରେ ସାନି ନିର୍ବାଚନ ହେବ।

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି। ଆଜି ଏହି ସମସ୍ତ ଲୋକସଭା ଆସନ ଓ ଏହାର ଅର୍ନ୍ତଭୁକ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ତେବେ ଇଭିଏମ୍‌ରେ ବ୍ୟାପକ ତ୍ରୁଟି ପରିଲଖିତ ହୋଇଛି। ଭୋଟ୍‌ର ଭୋଟ୍ ଦେଇଥିବା ଦଳକୁ ଭୋଟ୍ ନଯାଇ ଅନ୍ୟ ଦଳକୁ ଭୋଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

ତେବେ ବିଧାନସଭା ପାଇଁ ଉଦ୍ଦିଷ୍ଟ ଥିବା ଇଭିଏମ୍‌କୁ ଲୋକସଭା ଭିଭିପାଟ୍ ସହ ସଂଯୋଗ କରିବା ଏବଂ ଲୋକସଭାର ଇଭିଏମ୍‌କୁ ବିଧାନସଭା ଭିଭିପାଟ୍‌ରେ ସଂଯୋଗ କରିବା ଯୋଗୁଁ ଏପରି ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

https://youtu.be/_FUrxnf8yE4

Re-polling-to-be-held-at-6-booths
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories