ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବିବାଦ ପରେ  ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। UG ଓ PG ବର୍ଗର ଟପ୍ପର ତାଲିକା  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

UGରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି।

ସୂଚନାଥାଉ କି, ଅକ୍ଟୋବର ୩୦ରେ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। ତେବେ ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ପ୍ରତିବାଦ କରିଥିଲେ।

ଆହୁରି ପଢ଼ନ୍ତୁ

You might also like