ସାଢ଼େ ୭ଟା ଯାଏ ହୁସିଆର

ଭୁବନେଶ୍ୱର: ସଂଧ୍ୟା ସାଢ଼େ ୭ଟା ଯାଏ ହୁସିଆର। କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ପୁରୀ, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ।

ଏହି ୧୩ଟି ଜିଲ୍ଲାକୁ ରାତି ସାଢ଼େ ୭ଟା ଯାଏ ସତର୍କ ରହିବାକୁ ପରାମର୍ଶ। ବର୍ଷା, ବଜ୍ରପାତ, ଝଡ଼ତୋଫାନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

You might also like